ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Bhubaneswar


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1985
ଅଧ୍ୟକ୍ଷ
ଶ୍ରୀମତୀ ଜିତାମିତ୍ର ଶତପଥି

ଆଇଟିଆଇ ଭୁବେନଶ୍ବର

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ଖୋର୍ଦ୍ଧା

ଆଇଟିଆଇ ଭୁବନେଶ୍ବର ୩୨ ବର୍ଷର ପୁରାତନ ପ୍ରତିଷ୍ଠାନ। ଏଠାରେ ଯୁବତୀଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ, ମେକାନିକ୍ସ, ସିଓଇ(ଆଇଟି), ପୋଷାକ ତିଆରି ଏବଂ ଆଇସିଟି ଏବଂ ଏସଏମ ଭଳି ଟେଡ୍ର ରହିଛି। ଫିଟର, ଇଲେକ୍ଟ୍ରିସିଆନ, ରେଫ୍ରିଜରେଟର ଏବଂ ‌ୱେଲଡର ଭଳି ନୂତନ ବିଷୟ ଏନସିଭିଟି ଅଧିନରେ ଖୋଲା ଯାଇଛି। ଏଥିରେ ସ୍ଥାନ ସଂଖ୍ୟା ୮୩୮ ରହିଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9437453836/0674-2390617
ଇମେଲ୍
[email protected]
ଠିକଣା
ରାଜଭବନ ପାଖ, ନୟାପଲ୍ଲୀ, ୟୁନିଟ-8, ଭୁବନେଶ୍ବର, ଜିଲ୍ଲା-ଖୋର୍ଦ୍ଧା, ପିନ୍-୭୫୧୦୧୨
ୱେବସାଇଟ
http://www.govtitibbsr.co.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ପୋଷାକ ତିଆରି କରିବା 12 ମାସରେ 2520 ଘଣ୍ଟା 21 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 105 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 84 ମାଟ୍ରିକ
ଖାଦ୍ୟ ପ୍ରକ୍ରୀୟାକରଣ ଓ ସଂରକ୍ଷଣ (ଏସସିଟିଇ ଓ ଭିଟି) 12 ମାସରେ 2520 ଘଣ୍ଟା 42 ମାଟ୍ରିକ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 42 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।